Bhubaneswar: ଓଡ଼ିଶା ସରକାର ଓ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ପୁଣି ତାଙ୍କ ଉଦାରତା ର ପରିଚୟ ଦେଇଛନ୍ତି , ସେ ଉତ୍ତରଖଣ୍ଡ tunnel rescue ହୋଇଥିବା ୪ ଜଣ ଓଡିଆ ଶ୍ରମିକ ୨ lakh(ପ୍ରତେକ ଙ୍କ କୁ )ଦେଇଛନ୍ତି । ଓଡ଼ିଶା ର ବହୁତ ଲୋକ ଦାଦନ ଖଟିବାକୁ ଓଡ଼ିଶା ବାହାରକୁ ଯାଉଛନ୍ତି, କିଏ ଭଲ ପଇସା ରୋଜଗାର କରିବା ପାଇଁ ତ କିଏ ଭଲ ଭବିଷ୍ୟତ ବନେଇବା ପାଇଁ । କିନ୍ତୁ ଏବେ ଏମିତି ଏକ ଘଟଣା ଘଟି ଯାଇଛି କି ଓଡ଼ିଶା ର ୪ ଜଣ ଶ୍ରମିକ ଉତ୍ତରଖଣ୍ଡ କାମ କରିବାକୁ ଯାଇ ସେଠୀ ଏକ tunnel ଯାହା କି ଅଧା କାମ ଚାଲିଥିଲା ସେ ଭିତରେ ଫଶି ଯାଇଥିଲେ । ସେମାନଙ୍କ ସହିତ ୪୧ ଜଣ ଶ୍ରମିକ ମଧ୍ୟ ସେହି ଭିତରେ ଫସିଯାଇଥିଲ .Four Odia workers, who were rescued from an under-construction tunnel in Uttarakhand after a 17-day-long struggle, reached their home state today.
ସମ୍ପୂର୍ଣ ବିବରଣୀ :
Nov-୧୨-୨୦୨୩ ରେ ଉତ୍ତରଖଣ୍ଡ ର Silkyara tunnel ରେ କାମ କରିବା ସମୟରେ ୪୧ ଜଣ ଶ୍ରମିକ ସେଠୀ ଥିବା ୪.୫ କି .ମି ଲାମ୍ବା ଏକ ସୁଢଙ୍ଗ ରେ ଖସିଗଲେ । କିନ୍ତୁ କଥା ରେ ଅଛି ପର ଯଦି ଭଗବାନ ତୁମକୁ ରଖିବେ ତ ମରିବ କିଏ , ଠିକ ସେହି ଘଟଣା ଏଠି ଘଟିଗଲା 17 ଦିନ ସେହି tunnel ଭିତରେ ରହିଲେ ସିନା କାହାର କିଛି ହୋଇ ନହିଁ । ସେମାନଙ୍କୁ ରକ୍ଷା କରିବା ପାଇଁ Indian Army, NDRF, SDRF ଓ ବହୁତ ସ୍ଵେଛାସେବୀ ସଂସ୍ଥା ମଧ୍ୟ ଯୋଡି ହୋଇଥିଲେ ଓ ଉତ୍ତରଖଣ୍ଡ ସରକାର ବହୁତ ଚେଷ୍ଟା କରି ଥିଲା । ପରିଶେଷରେ ଭାରତୀୟ enginner ମାନେ ତାଙ୍କର କୌଶଳ ଦ୍ବାରା ସମସ୍ତ ଶ୍ରମିକଙ୍କୁ tunnel ଭିତରୁ ବାହାର କରିଦେଲେ ।ସେଥି ମଧ୍ୟରୁ ଓଡ଼ିଶା ର ପାଞ୍ଚ ଜଣ worker ଥିଲେ ସେମାନେ ହେଲେ :
- Dhiren Nayak of Badakudar and Bisweswar Nayak of Jogibandh in Mayurbhanj
- Raju Nayak of Kuldiha in Balasore
- Bhagaban Bhotra of Nabarangpur
- Tapan Mandal of Bhadrak district
ସେମାନଙ୍କ ମଧ୍ୟରୁ ଚାରି ଜଣଙ୍କୁ ଏକ ସ୍ଵତନ୍ତ୍ର flight ରେ Bhubaneswar କୁ ଅଣା ଯାଇଥିଲା । ଓଡ଼ିଶା ର ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ଏବଂ କେତେକ ଶ୍ରମିକ ସଂଘଟନ Biju Patnaik International Airport ରେ ପହଞ୍ଚି ଉତ୍ତରଖଣ୍ଡ ଋ ଆସିଥିବା ଚାରିଜଣ ଓଡିଆଙ୍କୁ ସ୍ବାଗତ ଜଣାଇଥିଲେ । ଓଡ଼ିଶା ର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏବଂ 5T ଚେୟାରମ୍ଯାନ VK PANDIAN ତାଙ୍କୁ ସୁରକ୍ଷା ପାଇଁ କଣ କଣ ପଦକ୍ଷେପ ନେଇଥିଲେ ତାହା ଜଣାଇ ଥିଲେ ।
ଯେଉଁ ଚାରିଜଣ ଭାରତ ଆସିଲେ ସେମାନେ ହେଲେ ଧୀରେନ ନାୟକ , ବିଶ୍ଵେଶର ନାୟକ , ରାଜୁ ନାୟକ, ଭଗବାନ । ତପନ ସେଠୀ ତାଙ୍କ ସମ୍ପକୀୟ ଘରେ ରହିଯିବି କହି ଓଡ଼ିଶା ଆସି ନଥିଲେ ।