ଓଡ଼ିଶା : ମୁଖ୍ୟମନ୍ତ୍ରୀ ଓଡ଼ିଶା ବାସୀଙ୍କ ପାଇଁ ନିଜର ଉଦାରନୀତି କୁ ପୁଣି ସାବ୍ୟସ୍ତ କରି ନୂଆ ଘୋଷଣା କରିଛନ୍ତି । ବର୍ତମାନ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜାନାରେ ଯେଉଁ ମାଗଣା ରାସନ ସାମଗ୍ରୀ ମିଳୁଥିଲା ତାହାର ଅବଧି କୁ ଆଗାମୀ ୫ ବର୍ଷ ଯାଏଁ ବୃଦ୍ଧି କରିଛନ୍ତି । ଏଣିକି ଖାଉଟି ହିତାଧିକାରୀ ମାନେ ଆଗାମୀ ୫ ବର୍ଷ ଯାଏଁ ସରକାରଙ୍କ ରାସନ ସାମଗ୍ରୀ ମାଗଣା ରେ ପାଇବେ ।
ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜାନାରେ ଯେଉଁ ମାଗଣା ରାସନ ସାମଗ୍ରୀ ମିଳୁଥିଲା ତାହାର ଅବଧି କୁ ଆଗାମୀ ୫ ବର୍ଷ ଯାଏଁ ବୃଦ୍ଧି କରିଛନ୍ତି । ଏଣିକି ଖାଉଟି ହିତାଧିକାରୀ ମାନେ ଆଗାମୀ ୫ ବର୍ଷ ଯାଏଁ ସରକାରଙ୍କ ରାସନ ସାମଗ୍ରୀ ମାଗଣା ରେ ପାଇବେ ।
ଏଥି ନିମନ୍ତେ ରାଜ୍ୟ ସରକାର ୨୫୦ କୋଟି ଟଙ୍କା ବର୍ଷକୁ ଖର୍ଚ୍ଚ ହିସାବରେ ପାଞ୍ଚ ବର୍ଷ ଯାଏଁ ଯେଉଁ ୧୨୫୦ କୋଟି ଟଙ୍କା ଖର୍ଚ୍ଚ ହେବ ତାହା ନିଜସ୍ଵ ପାଣ୍ଠିରୁ ଖର୍ଚ୍ଚ କରିବେ । ଯାହା ଦ୍ଵାରା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜାନା ରେ ଅନ୍ତର୍ଭୁକ୍ତ ଥିବା ୩,୧4,୯୨୩ ପରିବାର ର ୯,୯୭,୦୫୫ ଜଣ ହିତାଧିକାରୀ ପ୍ରତେକ ମାସକୁ ମାଗଣା ୫ କେଜି ଲେଖାଏ ପାଇବେ । ଏହି ଯୋଜାନା ର ଅବଧି ୧ ଜାନୁଆରୀ ୨୦୨୧ ଠାରୁ ୩୧ ଡିସେମ୍ବର ୨୦୨୮ ପର୍ଯ୍ୟନ୍ତ ରହିବ ।