ସୁଭଦ୍ରା ଯୋଜନା ବଡ ଖବର : reject ଲିଷ୍ଟ ପୁଣି ତଦାରଖ

ହଁ ଆଜ୍ଞା ଆପଣ ମାନେ ଠିକ ଶୁଣିଛନ୍ତି , ସୁଭଦ୍ରା ଯୋଜନା ରେ ଯେଉଁ ମାନଙ୍କ ର କୌଣସି ଭୁଲ ବଶତଃ କଟି ଯାଇଛି ତାହା ହେଲେ ଆପଣ ଙ୍କ form ପୁଣି ଯାଞ୍ଚ ହେବ ଆଉ ଆପଣ ଯୋଗ୍ୟ କି ଅଯୋଗ୍ୟ ପୁଣି ବଛା ହେବ । ଏବେ ସେ ମାନେ ପୁଣି ଖୁସି ହେବାର ସମୟ ଆସିଛି କିନ୍ତୁ ଏଠି କହି ରଖୁଛୁ ଯେ କିଛି ନୂଆଁ guideline ଆସିପାରେ , ସେହି Guideline ଅନୁଯାଇ ସୁଭଦ୍ରା ଟଙ୍କା ଛଡା ହେବ । ଧର୍ଯ୍ୟ ଧରନ୍ତୁ ଆଉ ସଠିକ ଭାବରେ ନିଜ ନିଜ status ଚେକ କରୁଥାନ୍ତୁ ।

ସରକାରଙ୍କ ଦ୍ଵାରା ଆରମ୍ବ କର ଯାଇଥିବା ସୁଭଦ୍ରା ଯୋଜନା ରେ ବର୍ତମାନ ପର୍ଯ୍ୟନ୍ତ ବହୁତ ଲୋକ ଏପ୍ଲାଇ କରିଛନ୍ତି ଆଉ, ଯେଉଁ ମାନେ କରି ନାହାନ୍ତି । ସେମାନେ ଏପ୍ଲାଇ କରୁଛନ୍ତି । କିନ୍ତୁ ଯେଉଁ ମାନେ ଆବେଦନ କରିଛନ୍ତି ସେଥି ମଧ୍ୟରୁ କେତେକ ବ୍ଯାଙ୍କ ସହ ଆଧାର link ନଥିବାରୁ ଯାଇନି ଆଉ କେତେଟୀ reject ହୋଇଯାଇଛି , କିନ୍ତୁ ଏମିତି କେତେ ଅଛି ଯାହାର କି ବର୍ତମାନ ପର୍ଯ୍ୟନ୍ତ କିଛି ସ୍ଥିତି ଜଣା ପଡୁନୀ । ସେମାନେ ଏବେ ଚିନ୍ତା କରିବା ଦରକାର ନାହିଁ , ସେମାନ ଙ୍କୁ ମଧ୍ୟ ଏଥର ଟଙ୍କା ସେମାନଙ୍କ ଖାତା କୁ ଯିବ।

ଯଦି ଆପଣ ଙ୍କ ସୁଭଦ୍ରା ଯୋଜନା ର ସ୍ଥିତି ଜାଣିବାକୁ ଚହୁଁଛନ୍ତି ତ ତଳେ ଦିଆ ଯାଇଥିବା ଲିଙ୍କ କୁ click କରନ୍ତୁ ।

ସୁଭଦ୍ରା ଯୋଜନା ର ସ୍ଥିତି ସୁଭଦ୍ରା ଯୋଜନା ର ହିତାଧିକାରୀ ତାଲିକା  

ବ୍ୟାଙ୍କ ଆକାଉଣ୍ଟରେ ଆଧାର ଲିଙ୍କ୍ ନଥିବା ତାଲିକା

#SubhadraYojana
#SubhadraYojana

Leave a Comment