ଓଡ଼ିଶା ରେ ବିପୁଳ ବୀଜୟ ଲାଭ ପରେ ବିଜେପି ଏବେ ତାଙ୍କର ନୂତନ ମୁଖ୍ୟ ମନ୍ତ୍ରୀ ଙ୍କ ଶପଥ ପାଠ ସମାରୋହ ରେ ଓଡ଼ିଶା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କୁ ନିମନ୍ତ୍ରଣ କରିଛନ୍ତି ବୋଲି ବିଶେଷ ସୂତ୍ର ରୁ ଜଣା ପଡ଼ିଛି। ଓଡ଼ିଶା ରେ ବର୍ତ୍ତମାନ ପଯ୍ୟନ୍ତ କୌଣସି ସୂଚନା ମିଳି ନାହିଁ କି ଓଡ଼ିଶା ର ନୂତନ ମୁଖ୍ୟ ମନ୍ତ୍ରୀ କିଏ ହେବ
ଶେଷ ରେ ଓଡିଶା କୁ ମିଳି ଯାଇଛି ତାର ମୁଖ୍ୟମନ୍ତ୍ରୀ, ବହୁତ ତର୍ଜମା ପରେ ଏହା ଘଟିଥିବାର ବିଶେଷ ସୂତ୍ର ରୁ ସୂଚନା ମିଳିଛି। ହେଲେ ଏଥର କେବଳ ମୁଖ୍ୟମନ୍ତ୍ରୀ ରେ କାର୍ଯ୍ୟ ହେବ ନାହିଁ , ଏଥର ଦୁଇଟି ଉପ ମୁଖ୍ୟମନ୍ତ୍ରୀ ମଧ୍ୟ ଶପଥ ପାଠ କରିଥିଲେ। ଯାହାକି BJD ସରକାର ଥିବା ସମୟରେ ଦେଖିବାକୁ ମିଳି ନଥିଲା। ଓଡ଼ିଶା ଏବେ ତାର ବିଜେବି ସରକାର ଙ୍କ ଗଠନ ଆଉ ଶପଥ ପଥରେ କେନ୍ଦ୍ର ର ବହୁ ନେତା ଯଥା ଆମର ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ।
ଓଡ଼ିଶା ର 17ତମ ସାଧାରଣ ନିର୍ବାଚନ ରେ ମୁଖ୍ୟ ମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ,deputy CM KV Singh ଓ ପାର୍ବତୀ ଦେବୀ ଓ ଓଡ଼ିଶା ର ପୁର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନିଜ ନିଜ ଶପଥ ପାଠ କରିଥିଲେ।
ପାରମ୍ପରା ଗତ ପ୍ପ୍ରଥମେ ମୁଖ୍ୟ ମନ୍ତ୍ରୀ ଏବମ ପରେ ପରେ ସମସ୍ତ MLA ମାନେ ମଧ୍ୟ ନିଜ ନିଜ ଦାୟିତ୍ୱ ସଠିକ୍ ଭାବରେ ପରିଚାଳନା କରିବେ ବୋଲୀ ଶପଥ ପାଠ କଲେ।BJP 78 MLA, BJP(51MLA), CONGRESS (14MLA) AND CPIM (1MLA) ଏବଂ INDIPENDENT ର 3MLA, ଥିଲେ।
ଓଡ଼ିଶା ର 147 ଜଣ MLA ମଧ୍ୟରୁ 82 ଜଣ ହେଉଛନ୍ତି FIRST TIME MLA ମାନେ ସେମାନେ ପ୍ରଥମ ଥର ପାଇଁ ଲୋକ ସଭା ଆସନ ରେ ଜିତିଛନ୍ତି।
ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ଭାବେ ଶ୍ରୀଯୁକ୍ତ ମୋହନ କୁମାର ମାଝୀ ଆଉ ବିରୋଧୀ ଦଳ ର ନେତା ଭାବେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରହିଛନ୍ତି।