ଉତ୍ତରଖଣ୍ଡ ର tunnel Rescue ହୋଇ ଥିବା ଚାରି ଜଣ ଓଡିଆ ଶ୍ରମିକଙ୍କୁ ଆର୍ଥିକ ସହାୟତା ନିମନ୍ତେ ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ପ୍ରତେକ ଙ୍କୁ ୨ lakh ଟଙ୍କା ଦେଲେ :
Bhubaneswar: ଓଡ଼ିଶା ସରକାର ଓ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ପୁଣି ତାଙ୍କ ଉଦାରତା ର ପରିଚୟ ଦେଇଛନ୍ତି , ସେ ଉତ୍ତରଖଣ୍ଡ tunnel rescue ହୋଇଥିବା ୪ ଜଣ ଓଡିଆ ଶ୍ରମିକ ୨ lakh(ପ୍ରତେକ ଙ୍କ କୁ )ଦେଇଛନ୍ତି । ଓଡ଼ିଶା ର ବହୁତ ଲୋକ ଦାଦନ ଖଟିବାକୁ ଓଡ଼ିଶା ବାହାରକୁ ଯାଉଛନ୍ତି, କିଏ ଭଲ ପଇସା ରୋଜଗାର କରିବା ପାଇଁ ତ କିଏ ଭଲ ଭବିଷ୍ୟତ ବନେଇବା ପାଇଁ । କିନ୍ତୁ ଏବେ ଏମିତି … Read more